ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ ଅଧୀନରେ ସେକ୍ରେଟାରୀ ଏବଂ ରେଜିଷ୍ଟ୍ରର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ଆବେଦନ କରିପାରିବେ।

କେନ୍ଦ୍ର ସରକାର/ରାଜ୍ୟ ସରକାର/ୟୁନିଅନ ଟେରିଟୋରୀ/କୋର୍ଟସ୍ ଟ୍ରିବ୍ୟୁନାଲ/ଷ୍ଟାଚ୍ୟୁଚାରୀ ଅର୍ଗାନାଇଜେସନ୍ ରେ କାର୍ଯ୍ୟରତ କର୍ମଚାରୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ପଦବୀ ଓ ଯୋଗ୍ୟତା: 

  • ସେକ୍ରେଟାରୀ- ଆଇଟି, ଇ-ଗଭର୍ନାନ୍ସ, ଏଷ୍ଟାବ୍ଲିସମେଣ୍ଟ, ପର୍ସୋନେଲ୍, ଆଡମିନିଷ୍ଟ୍ରେଟିଭ୍ ମ୍ୟାଟର୍ସରେ ଅଭିଜ୍ଞତା ଥିବା ବ୍ୟକ୍ତି ଆବେଦନ କରିପାରିବେ।
  • ରେଜିଷ୍ଟ୍ରର୍- ଲ ରେ ଡିଗ୍ରୀ ହାସଲ କରିବା ସହ ପର୍ସୋନେଲ୍, ଆଡମିନିଷ୍ଟ୍ରେଟିଭ୍ ମ୍ୟାଟର୍ସରେ ଅଭିଜ୍ଞତା ଥିବା ବ୍ୟକ୍ତି ଆବେଦନ କରିପାରିବେ।

ବୟସ– ଅତିବେଶୀରେ ୫୮ ବର୍ଷ

ଦରମା– ୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ଦରକାରୀ ସାର୍ଟିଫିକେଟ୍ ଆସନ୍ତା ଏପ୍ରିଲ୍ ୩୦ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା- ଦି ଆସିଷ୍ଟାଣ୍ଟ ରେଜିଷ୍ଟ୍ରର୍, ନାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ, 6ୟ ଫ୍ଲୋର୍, ବ୍ଲକ୍ ନଂ- 3, ସି.ଜି.ଓ କମ୍ପେକ୍ସ, ଲୋଧି ରୋଡ୍, ନିୟୁ ଦିଲ୍ଲୀ-110003

ଅଧିକ ସୂଚନା ପାଇଁ nclt.gov.in ରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment