ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଦେବଗଡ଼ ଜିଲ୍ଲା ଅଧୀନରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଆଦି ବିଭିନ୍ନ ପଦବୀରେ ସମୁଦାୟ ୭୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୩୧ ମଧ୍ୟରେ ଆବେଦନ କରିବାକୁ ହେବ।

ପଦବୀ ସଂଖ୍ୟା:

  • ଷ୍ଟାଫ୍ ନର୍ସ- ୨୦
  • ଫାର୍ମାସିଷ୍ଟ- ୬
  • ଲାବୋରେଟାରୀ ଟେକ୍ନିସିଆନ୍- ୯
  • ରେଡିଓଗ୍ରାଫର୍- ୩
  • ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ) – ୧୦
  • ଏମ୍.ପି.ଏଚ୍.ଡବ୍ଲୁ (ମହିଳା) – ୨୩
  • ଆବେଦନ ପ୍ରକ୍ରିୟା:
  • ଆଗ୍ରହୀ ପ୍ରାର୍ଥୀ ନିଜର ଆବେଦନପତ୍ର ମେଲ୍ କରିପାରିବେ ବା ସିଧାସଳଖ ଓ୍ୱାକ୍ ଇନରେ ଯୋଗ ଦେଇପାରିବେ। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍, ପ୍ରମାଣପତ୍ର ଏବଂ ପାସ୍ ପୋର୍ଟ ଫଟୋ ସହ ଓ୍ୱାକ୍ ଇନରେ ଯୋଗ ଦେଇପାରିବେ।
  • ଇ ମେଲ୍– cdmodeogarh@gmail.com
  • ଅଧିକ ସୂଚନା ପାଇଁnic.in ରେ କ୍ଲିକ୍ କରନ୍ତୁ।

 

Source: www.chakiri.plus

Comment