ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ) ରେ କନସଲଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୭ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା– ୫

ଯୋଗ୍ୟତା:

  • ମ୍ୟାଥେମେଟିକ୍ସ, ଏର୍ଣ୍ଣଭିରୋନମେଣ୍ଟାଲ୍ ସାଇନ୍ସ,, ଏର୍ଣ୍ଣଭିରୋନମେଣ୍ଟାଲ୍ ମ୍ୟାନେଜମେଣ୍ଟ, ଇକୋନୋମିକ୍ସ, ବିଜିନେସ୍ ଆଡମିନିଷ୍ଟ୍ରେସନ୍, ଜର୍ନାଲିଜିମ୍, ମିଡିଆ ସ୍ପେଶିଆଲିଷ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ବା ଇଞ୍ଦିନିୟରିଂଟେକ୍ନୋଲୋଜୀରେ ୬୦ ପ୍ରତିଶତ ମାର୍କ ରକି ଉତ୍ତୀର୍ଣ୍ଣ ହୋଇଥିବେ।
  • କମ୍ପ୍ୟୁଟରରେ ଦକ୍ଷତା ହାସଲ କରିଥିବେ।
  • ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଦକ୍ଷତା ଅର୍ଜନ କରିଥିବେ।

ବୟସ ସୀମା– ଅତିବେଶୀରେ ୩୫ ବର୍ଷ

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ସେକ୍ରେଟାରୀ, ସେଣ୍ଟ୍ରାଲ ପଲ୍ୟୁସନ୍ ବୋର୍ଡ, ପରିବେଶ ଭବନ, ଇଷ୍ଟ ଅର୍ଜ୍ଜୁନ ନଗର, ଦିଲ୍ଲୀ-110032

ଅଧିକ ସୂଚନା ପାଇଁ cpcb.nic.in ରେ କ୍ଲିକ୍ କରନ୍ତୁ।

Source: www.chakiri.plus

Comment