ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପୂର୍ବତଟ ରେଲବାଇର ସେଣ୍ଟ୍ରାଲ ହସ୍ପିଟାଲରେ ୧୫ ଜଣ ମେଡିକାଲ ପ୍ରାକ୍ଟିସନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ୩ ମାସ ପାଇଁ ଚୁକ୍ତିଭିତ୍ତକ

ଯୋଗ୍ୟତା– ଅବସରପ୍ରାପ୍ତ ରେଲଓ୍ୱେ ଡାକ୍ତର/ସରକାରୀ ହସ୍ପିଟାଲର ଡାକ୍ଟର (୬୫ ବର୍ଷ)/ଅନ୍ୟ ଡାକ୍ତର (୫୩ ବର୍ଷ) ଆବେଦନ କରିପାରିବେ।

ଦରମା– ୭୫୦୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍ ୨ ସକାଳ ୧୧ଟା

ଇଣ୍ଟରଭ୍ୟୁ ସ୍ଥାନ– ଅଫିସ୍ ଅଫ୍ ଦି ଚେୟାରମ୍ୟାନ୍/ଆର.ଆର.ସି, ୨ୟ ଫ୍ଲୋର୍, ସାଉଥ୍ ବ୍ଲକ୍, ECoR ସଦନ, ଭୁବନେଶ୍ୱର

ଅଧିକ ସୂଚନା ପାଇଁ eastcoastrail.indianrailways.gov.in ରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment