ଓଡ଼ିଶାଲାଇଭ୍ ବ୍ୟୁରୋ

CSIR- ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜୀ (IGIB) ରେ ଫିଲ୍ଡ ଡାଟା କଲେକ୍ଟର, ଲ୍ୟାବ୍ ଟେକ୍ନିସିଆନ, ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଚାଲୁ ରହିବ।

ପଦବୀ ବିବରଣୀ

ଫିଲ୍ଡ ଡାଟା କଲେକ୍ଟର- ଗୋଟିଏ ପଦବୀ:

  • ଯୋଗ୍ୟତା- ବିଜ୍ଞାନରେ ସ୍ନାତକ ବା ମେଡିକାଲ ଲ୍ୟାବ ଟେକ୍ନୋଲୋଜୀରେ ସମକକ୍ଷକ ଡିଗ୍ରୀ ହାସଲ କରିଥିବେ।
  • ବୟସ- ଅତିବେଶୀରେ ୩୦ ବର୍ଷ
  • ଦରମା- ୧୮୦୦୦ ଟଙ୍କା

ଲ୍ୟାବ୍ ଟେକ୍ନିସିଆନ- ଗୋଟିଏ ପଦବୀ:

  • ଯୋଗ୍ୟତା- ବିଜ୍ଞାନରେ ସ୍ନାତକ ବା କ୍ଲିନିକାଲ ବାୟୋକେମେଷ୍ଟ୍ରୀରେ ଡିପ୍ଲୋମା ଡିଗ୍ରୀ ସହ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ଅତିବେଶୀରେ ୩୦ ବର୍ଷ
  • ଦରମା- ୧୮୦୦୦ ଟଙ୍କା

ପୋଷ୍ଟ ଡକ୍ଟରାଲ ଫେଲୋ- ଗୋଟିଏ ପଦବୀ:

  • ଯୋଗ୍ୟତା- ଲାଇଫ୍ ସାଇନ୍ସ/ଜେନେଟିକ୍ସ/ବାୟୋ-ଇନଫରମେଟିକ୍ସ/ଏଲାଏଡ୍ ସାଇନ୍ସରେ ପି.ଏଚ୍.ଡି କରିଥିବେ।
  • ବୟସ- ଅତିବେଶୀରେ ୪୦ ବର୍ଷ
  • ଦରମା- ୫୮୨୮୦ ଟଙ୍କା

ପ୍ରୋଜେକ୍ଟ ମ୍ୟାନେଜର- ଗୋଟିଏ ପଦବୀ:

  • ଯୋଗ୍ୟତା- ଲାଇଫ୍ ସାଇନ୍ସ/ଜେନେଟିକ୍ସ/ବାୟୋ-ଇନଫରମେଟିକ୍ସ/ଏଲାଏଡ୍ ସାଇନ୍ସରେ ସ୍ନାତକୋତ୍ତର କରିବା ସହ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ଅତିବେଶୀରେ ୪୦ ବର୍ଷ
  • ଦରମା- ୭୦୦୦୦ ଟଙ୍କା

ପ୍ରୋଜେକ୍ଟ ଆସିଷ୍ଟାଣ୍ଟ- ୪ଟି ପଦବୀ:

  • ଯୋଗ୍ୟତା- ବି.ଟେକ୍  କିମ୍ବା ଲାଇଫ୍ ସାଇନ୍ସ/ଲାଇଫ୍ ସାଇନ୍ସ/ଏଲାଏଡ୍ ସାଇନ୍ସରେ ସ୍ନାତକୋତ୍ତର କରିଥିବେ।
  • ବୟସ- ଅତିବେଶୀରେ ୩୫ ବର୍ଷ
  • ଦରମା- ୩୧୦୦୦ ଟଙ୍କା

ଡାଟା ଆନାଲିଷ୍ଟ- ୨ଟି ପଦବୀ:

  • ଯୋଗ୍ୟତା- ବି.ଟେକ୍  କିମ୍ବା ଲାଇଫ୍ ସାଇନ୍ସ/ଲାଇଫ୍ ସାଇନ୍ସ/ଏଲାଏଡ୍ ସାଇନ୍ସରେ ସ୍ନାତକୋତ୍ତର କରିଥିବେ।
  • ବୟସ- ଅତିବେଶୀରେ ୩୫ ବର୍ଷ
  • ଦରମା- ୩୧୦୦୦ ଟଙ୍କା

ଜେ.ଆର.ଏଫ୍ (ପ୍ରୋଜେକ୍ଟ) – ଗୋଟିଏ ପଦବୀ:

  • ଯୋଗ୍ୟତା- ବି.ଟେକ୍/ସ୍ନାତକୋତ୍ତର (୫୫%) କରିଥିବେ।
  • ବୟସ- ଅତିବେଶୀରେ ୩୦ ବର୍ଷ
  • ଦରମା- ୩୧୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଅଧିକ ତଥ୍ୟ ଜାଣିବା ପାଇଁ igib.res.inରେ କ୍ଲିକ୍ କରନ୍ତୁ।

Source: www.chakiri.plus

Comment