ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର ସିଡିଏମ୍ ଏବଂ ପିଏଚ୍ଓଙ୍କ ଅଧୀନରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ ଆଦି ବିଭିନ୍ନ ପଦବୀରେ ସମୁଦାୟ ୧୭୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ଏପ୍ରିଲ୍ ୩ରୁ ୯ ଯାଏଁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ଜାରି ରହିବ।

ପଦବୀ:

ଷ୍ଟାଫ୍ ନର୍ସ (ଗ୍ରୁପ୍-ସି) – ୪୦ଟି ପଦବୀ

  • ଦରମା- ଦିନ ପିଛା ୧୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୩ ସକାଳ ୧୦ରୁ ସଂଧ୍ୟା ୫

ଫାର୍ମାସିଷ୍ଟ (ଗ୍ରୁପ୍-ସି) – ୧୦ଟି ପଦବୀ

  • ଦରମା- ଦିନ ପିଛା ୧୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୬ ସକାଳ ୧୦ରୁ ସଂଧ୍ୟା ୫

ଲାବୋରେଟାରୀ ଟେକ୍ନିସିଆନ (ଗ୍ରୁପ୍-ସି) – ୯ଟି ପଦବୀ

  • ଦରମା- ଦିନ ପିଛା ୧୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୭ ସକାଳ ୧୦ରୁ ସଂଧ୍ୟା ୫

ରେଡିଓଗ୍ରାଫର୍ (ଗ୍ରୁପ୍-ସି) – ୪ଟି ପଦବୀ

  • ଦରମା- ଦିନ ପିଛା ୧୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୭ ସକାଳ ୧୦ରୁ ସଂଧ୍ୟା ୫

ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ) (ଗ୍ରୁପ୍-ସି) – ୪୦ଟି ପଦବୀ

  • ଦରମା- ଦିନ ପିଛା ୮୫୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୪ ସକାଳ ୧୦ରୁ ସଂଧ୍ୟା ୫

ଏମ୍.ପି.ଏଚ୍.ଡବ୍ଲୁ (ମହିଳା) (ଗ୍ରୁପ୍-ସି) – ୭୧ଟି ପଦବୀ

  • ଦରମା- ଦିନ ପିଛା ୮୫୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୯ ସକାଳ ୧୦ରୁ ସଂଧ୍ୟା ୫

ବୟସ ସୀମା– ୨୧ରୁ ୩୨ ବର୍ଷ ମଧ୍ୟରେ ବୟସ ହୋଇଥିବ।

ଇଣ୍ଟରଭ୍ୟୁ ସ୍ଥାନ– ସଂସ୍କୃତି ଭବନ, ନିୟୁ ଷ୍ଟେଟ୍ ବ୍ୟାଙ୍କ ସାମନା, ଜଗତସିଂହପୁର

ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ଏବଂ ଅଧିକ ତଥ୍ୟ ଜାଣିବା ପାଇଁ jagatsinghpur.nic.in ରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment