ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲାରେ ଷ୍ଟାଫ୍ ନର୍ସ, ଲ୍ୟାବ ଟେକ୍ନିସିଆନ, ରେଡିଓଗ୍ରାଫର, ଫାର୍ମାସିଷ୍ଟ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା କାଲି (ଏପ୍ରିଲ୍ ୩ ତାରିଖ) ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଜୁନ୍ ମାସ ୩୦ ତାରଖ ଯାଏଁ ଚୁକ୍ତିଭିତ୍ତିକ।

ପଦବୀ:

  • ଷ୍ଟାଫ୍ ନର୍ସ-୨୮
  • ଲ୍ୟାବ୍ ଟେକ୍ନିସିଆନ- ୧୪
  • ରେଡିଓଗ୍ରାଫର- ୩
  • ଫାର୍ମାସିଷ୍ଟ- ୫
  • ଏମ୍.ପି.ଏଚ୍.ଡବ୍ଲୁ (ମହିଳା) – ୧୫
  • ଏମ୍.ପି.ଏଚ୍.ଡବ୍ଲୁ (ପୁରୁଷ) – ୯

ବୟସ ସୀମା-୨୦୨୦ ମାର୍ଚ୍ଚ ୧ ସୁଦ୍ଧା ଅତିକମ୍‌ରେ ୨୧ ବର୍ଷରୁ ୪୨ ବର୍ଷ ହୋଇଥିବ। ଅବସରପ୍ରାପ୍ତ ପ୍ରାର୍ଥୀଙ୍କ ପାଇଁ ୬୫ ବର୍ଷ ବୟସ ସୀମା ରହିଛି।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏପ୍ରିଲ୍ ୩ ସଂଧ୍ୟା ୫.୩୦ ସୁଦ୍ଧା ଇ-ମେଲ୍ ଜରିଆରେ ଆବେଦନ କରିପାରିବେ ବା ସିଧାସଳଖ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ମେଲ୍– cdmojharsuguda@gmail.com

ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ jharsuguda.nic.inରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment