ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ (FSSAI) ଅଧୀନରେ ଡାଇରେକ୍ଟର, ଆଡଭାଇଜର, ଆଡମିନିଷ୍ଟ୍ରେଟିଭ୍ ଅଫିସର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୨୦ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ବିବରଣୀ

ଆଡଭାଇଜର୍:

  • ପଦବୀ ସଂଖ୍ୟା- ୧
  • ଦରମା- ୧୪୪୨୦୦ରୁ ୨୧୮୨୦୦ ଟଙ୍କା

ଡିରେକ୍ଟର:

  • ପଦବୀ ସଂଖ୍ୟା- ୭
  • ଦରମା- ୧୨୩୧୦୦ରୁ ୨୧୫୯୦୦ ଟଙ୍କା

ଜଏଣ୍ଟ ଡିରେକ୍ଟର:

  • ପଦବୀ ସଂଖ୍ୟା- ୨
  • ଦରମା- ୭୮୮୦୦ରୁ ୨୦୯୨୦୦ ଟଙ୍କା

ଡେପୁଟି ଡିରେକ୍ଟର:

  • ପଦବୀ ସଂଖ୍ୟା- ୨
  • ଦରମା- ୬୭୭୦୦ରୁ ୨୦୮୭୦୦ ଟଙ୍କା

ଆସିଷ୍ଟାଣ୍ଟ ଡିରେକ୍ଟର (ଟେକ୍ନିକାଲ):

  • ପଦବୀ ସଂଖ୍ୟା- ୭
  • ଦରମା- ୫୬୧୦୦ରୁ ୧୭୭୫୦୦ ଟଙ୍କା

ଆସିଷ୍ଟାଣ୍ଟ ଡିରେକ୍ଟର (OL):

  • ପଦବୀ ସଂଖ୍ୟା- ୧
  • ଦରମା- ୫୬୧୦୦ରୁ ୧୭୭୫୦୦ ଟଙ୍କା

ଆସିଷ୍ଟାଣ୍ଟ ଡିରେକ୍ଟର (ଲିଗାଲ):

  • ପଦବୀ ସଂଖ୍ୟା- ୨
  • ଦରମା- ୫୬୧୦୦ରୁ ୧୭୭୫୦୦ ଟଙ୍କା

ଆଡମିନିଷ୍ଟ୍ରେଟିଭ୍ ଅଫିସର:

  • ପଦବୀ ସଂଖ୍ୟା- ୨୦
  • ଦରମା- ୪୭୬୦୦ରୁ ୧୫୧୧୦୦ ଟଙ୍କା

ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା- ୮
  • ଦରମା- ୩୫୪୦୦ରୁ ୧୧୨୪୦୦ ଟଙ୍କା

ସିନିୟର ପ୍ରାଇଭେଟ୍ ସେକ୍ରେଟାରୀ:

  • ପଦବୀ ସଂଖ୍ୟା- ୪
  • ଦରମା- ୪୭୬୦୦ରୁ ୧୫୧୧୦୦ ଟଙ୍କା

ପର୍ସନାଲ ସେକ୍ରେଟାରୀ:

  • ପଦବୀ ସଂଖ୍ୟା- ୧୫
  • ଦରମା- ୪୪୯୦୦ରୁ ୧୪୨୪୦୦ ଟଙ୍କା

ସିନିୟର ମ୍ୟାନେଜର (ଆଇଟି):

  • ପଦବୀ ସଂଖ୍ୟା- ୧
  • ଦରମା- ୭୮୮୦୦ରୁ ୨୦୯୨୦୦ ଟଙ୍କା

ମ୍ୟାନେଜର (ଆଇଟି):

  • ପଦବୀ ସଂଖ୍ୟା- ୨
  • ଦରମା- ୬୭୭୦୦ରୁ ୨୦୮୭୦୦ ଟଙ୍କା

ଡେପୁଟି ମ୍ୟାନେଜର:

  • ପଦବୀ ସଂଖ୍ୟା- ୪
  • ଦରମା- ୫୬୧୦୦ରୁ ୧୭୭୫୦୦ ଟଙ୍କା

ସିନିୟର ମ୍ୟାନେଜର:

  • ପଦବୀ ସଂଖ୍ୟା- ୧
  • ଦରମା- ୭୮୮୦୦ରୁ ୨୦୯୨୦୦ ଟଙ୍କା

ମ୍ୟାନେଜର:

  • ପଦବୀ ସଂଖ୍ୟା- ୨
  • ଦରମା- ୬୭୭୦୦ରୁ ୨୦୮୭୦୦ ଟଙ୍କା

ଡେପୁଟି ମ୍ୟାନେଜର:

  • ପଦବୀ ସଂଖ୍ୟା- ୪
  • ଦରମା- ୫୬୧୦୦ରୁ ୧୭୭୫୦୦ ଟଙ୍କା

 ବୟସ ସୀମା– ଆବେଦନର ଶେଷ ତାରିଖ ସୁଦ୍ଧା ଅତିବେଶୀରେ ୫୬ ବର୍ଷ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏପ୍ରିଲ୍ ୨୦ ଯାଏଁ ଅନଲାଇନ ଆବେଦନ କରିପାରିବେ। ଏହାପରେ ଆବେଦନପତ୍ରର ହାଡ୍ କପି ଓ ଅନ୍ୟ ସମସ୍ତ ଦରକାରୀ କାଗଜପତ୍ର ସହ ଏପ୍ରିଲ୍ ୩୦ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଆସିଷ୍ଟାଣ୍ଟ ଡିରେକ୍ଟର (ଏଚ୍.ଆର), ଏଫ୍.ଡି.ଏ ଭବନ, କୋଟଲା ରୋଡ୍, ନୂଆ ଦିଲ୍ଲୀ

ଏହି ବିଜ୍ଞପ୍ତି ସମ୍ବନ୍ଧୀୟ ଯୋଗ୍ୟତା ଏବଂ ଅନ୍ୟାନ୍ୟ ତଥ୍ୟ ପାଇଁ fssai.gov.inରେ କ୍ଲିକ୍ କରନ୍ତୁ।

Comment