ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟାରୀ ଟେକ୍ନିସିଆନ ଏବଂ ରେଡିଓଗ୍ରାଫରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୭ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଜୁନ୍ ୩୦ ଯାଏଁ ଚୁକ୍ତିଭିତ୍ତିକ।

ପଦବୀ ସଂଖ୍ୟା:

  • ଷ୍ଟାଫ୍ ନର୍ସ- ୧୫୯
  • ଫାର୍ମାସିଷ୍ଟ- ୨୦
  • ଲାବୋରେଟାରୀ ଟେକ୍ନିସିଆନ- ୨୦
  • ରେଡିଓଗ୍ରାଫର- ୭

ଦରମା– ୧୦୦୦ ଟଙ୍କା ଦିନ ପିଛା

PRMMCH

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୧ରୁ ୭ ମଧ୍ୟରେ ଇ ମେଲ୍ ମାଧ୍ୟମରେ ଆବେଦନ କରିପାରିବେ।

  • ଇ ମେଲ୍- covid19.prmmch@gmail.com
  • ଲ୍ୟାଣ୍ଡଲାଇନ୍ ଫୋନ୍ ନଂ- 06792 240402
  • ମୋବାଇଲ୍ ନଂ/ଓ୍ୱାର୍ଟସଅପ୍ ନଂ- 8480014097

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ prmmch.nic.inରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment