ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟବ୍ୟାପୀ କରୋନା ଆତଙ୍କର ମୁକାବିଲା ପାଇଁ ମାଲକାନଗିରିରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଓ ହେଲ୍ଥ୍ ଓ୍ୱାର୍କରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଜୁନ୍ ମାସ ୩୦ ତାରିଖ ଯାଏଁ ଚୁକ୍ତିଭିତ୍ତକ।

ସ୍ପେଶିଆଲିଷ୍ଟ (ମେଡିସିନ୍, ଆନେସ୍ଥେସିଆ, ପଲମୋନାରୀ):

  • ପଦବୀ ସଂଖ୍ୟା- ଆବଶ୍ୟକତା ଅନୁଯାୟୀ
  • ଦରମା- ୫୦୦୦ ଟଙ୍କା ଦିନ ପିଛା

ମେଡିକାଲ ଅଫିସର (ଏମବିବିଏ):

  • ପଦବୀ ସଂଖ୍ୟା- ଆବଶ୍ୟକତା ଅନୁଯାୟୀ
  • ଦରମା- ୩୦୦୦ଟଙ୍କା ଦିନ ପିଛା

ଲ୍ୟାବ୍ ଟେକ୍ନିସିଆନ:

  • ପଦବୀ ସଂଖ୍ୟା- ୨
  • ଦରମା- ୧୦୦୦ ଟଙ୍କା ଦିନ ପିଛା

covid 19 doctor nurse

ହେଲ୍ଥ୍ ଓ୍ୱାର୍କର (ପୁରୁଷ):

  • ପଦବୀ ସଂଖ୍ୟା- ୭
  • ଦରମା- ୮୫୦ ଟଙ୍କା ଦିନ ପିଛା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ସଂଖ୍ୟା ୫ଟା ସୁଦ୍ଧା ଇ ମେଲ୍ ଜରିଆରେ ଆବେଦନ କରିପାରିବେ। ନିଜର ବାୟୋଡାଟା ସହ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଇ ମେଲ୍– covid19cdmomkg@gmail.com

ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅଧିକ ସୂଚନା ପାଇଁ Malkangiri.nic.in ରେ ଲଗ୍ଇନ୍ କରନ୍ତୁ।

source:www.chakiri.plus

Comment