ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ସମୁଦାୟ ୧୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୯ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ମେକାନିକାଲ-୪୫
  • ଇଲେକ୍ଟ୍ରିକାଲ-୨୯
  • ଇନଷ୍ଟ୍ରୁମେଣ୍ଟେସନ୍- ୧୫
  • କେମିକାଲ- ୯
  • ମେଟାଲର୍ଜି- ୧୩
  • ସିଭିଲ୍- ୫
  • ମାଇନିଂ-୪
  • ଯୋଗ୍ୟତା– ଇଞ୍ଜିନିୟରିଂ ବା ଟୋକ୍ନୋଲୋଜୀରେ ୬୫% ମାର୍କ ହାସଲ କରିଥିବେ। GATE-୨୦୨୦ ରେ ଭାଲିଡ୍ ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ।
  • ବୟସ– ୨୦୨୦ ମାର୍ଚ୍ଚ ୨୦ ସୁଦ୍ଧା ଅତିବେଶୀରେ ୩୦ ବର୍ଷ
  • ଆବେଦନ ପ୍ରକ୍ରିୟା-ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
  • ଆବେଦନ ଶୁଳ୍କ-୧୦୦ ଟଙ୍କା
  • ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଇଁ nalcoindia.com ରେ କ୍ଲିକ୍ କରନ୍ତୁ।

Source: www.chakiri.plus

Comment