ଓଡ଼ିଶାଲାଇଭ୍ ବ୍ୟୁରୋ

ସେଣ୍ଟ୍ରାଲ ଗ୍ରାଉଣ୍ଡ୍ ଓ୍ୱାଟର ବୋର୍ଡରେ ଅଧୀନରେ ଥିବା ବିଭିନ୍ନ ଅଫିସରେ ୟଙ୍ଗ ପ୍ରଫେସନାଲ୍ ପଦବୀରେ ୪୮ ଜଣ ଏବଂ କନସଲଟାଣ୍ଟ ପଦବୀରେ ସମୁଦାୟ ୧୪ ଜଣଙ୍କ ନିଯୁକ୍ତି ଦିଆଯିବ।

  • ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୨୫ ଯାଏଁ ଚାଲୁରହିବ।
  • ଏହି ନିଯୁକ୍ତି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

କନସଲଟାଣ୍ଟ୍:

  • ଯୋଗ୍ୟତା– ଜିଓଲୋଜୀ/ଆପ୍ଲାଏଡ୍ ଜିଓଲୋଜୀ/ଆର୍ଥ ସାଇନ୍ସ/ଜିଓ ସାଇନ୍ସ/ହାଇଡ୍ରୋଜିଓଲୋଜୀ ଆଦି ବିଷୟରେ ଏମ୍.ଏସ୍.ସି/ଏମ୍.ଏସ୍/ଏମ୍.ଟେକ୍/ଏମ୍.ଏସସି.ଏମ୍.ଟେକ୍ କରିଥିବେ। ଏହା ସହ ଗ୍ରାଉଣ୍ଡ୍ ଓ୍ୱାଟର ବା ହାଇଡ୍ରୋଡିଓଲୋଜୀ ବିଭାଗରେ ଅତିକମରେ 10 ବର୍ଷର ଅଭିଜ୍ଞତା ଥିବ।
  • ବୟସ– ୬୫ ବର୍ଷ
  • ଦରମା– ୧,୦୦,୦୦୦ ଟଙ୍କା

ୟଙ୍ଗ ପ୍ରଫେସନାଲ:

  • ଯୋଗ୍ୟତା– ଜିଓଲୋଜୀ/ଆପ୍ଲାଏଡ୍ ଜିଓଲୋଜୀ/ଆର୍ଥ ସାଇନ୍ସ/ଜିଓସାଇନ୍ସ/ହାଇଡ୍ରୋଜିଓଲୋଜୀ ଆଦି ବିଷୟରେ ଏମ୍.ଏସ୍.ସି/ଏମ୍.ଏସ୍/ଏମ୍.ଟେକ୍/ଏମ୍.ଏସସି.ଏମ୍.ଟେକ୍ କରିଥିବେ।
  • ବୟସ– ୩୦ ବର୍ଷ
  • ଦରମା– ୪୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା ଆଗ୍ରହୀ ପ୍ରାର୍ଥୀମାନେ CGWBର ଅଫିସକୁ ଯାଇ ସିଧାସଳଖ ଆବେଦନପତ୍ର ଦାଖଲ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ cgwb.gov.in ରେ ଲଗ୍ଇନ୍ କରନ୍ତୁ।

source:www.chakiri.plus

Comment