ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ…  

‘ମା’ ‘ମା’ ବୋଲି କେତେ ମୁଁ ଖୋଜିଲି ମା’କୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି’ – ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ପ୍ରାଣଧାର ମଧୁବାବୁ ଦିନେ ଲେଖିଥିଲେ ଏହି ଅମର ସଂଗୀତ।

ଏଇ କବିତା ଭିତରେ ଲୁଚି ରହିଥିଲା ଉତ୍କଳ ମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା। ସେହି ବେଦନା ଭିତରେ ଥିଲା ମଧୁସୂଦନଙ୍କ ବଡ଼ ସକାରାତ୍ମକ ଚିନ୍ତା ଯାହା ୧୯୩୬ ମସିହା ଏପ୍ରିଲ୍‌ ୧ ତାରିଖରେ ବାସ୍ତବ ରୂପ ନେଇଥିଲା।

ସଂଗୀତ ଓ କଣ୍ଠଦାନ: ଡକ୍ଟର ଜୟଶ୍ରୀ ଧଳ

ସଂଗୀତ ପରିଚାଳନା: ସଚ୍ଚିକାନ୍ତ ଓ ରତିକାନ୍ତ

ପ୍ରସ୍ତୁତି: ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍‌

LEAVE A REPLY

Please enter your comment!
Please enter your name here