ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ’ ୮ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (DMF) ତରଫରୁ ଦିଆଯିବ।

ପଦବୀ:

• ଏମ୍.ବି.ବି.ଏସ୍
• ସ୍ପେଶିଆଲିଷ୍ଟ
• ମାଇକ୍ରୋବାୟୋଲୋଜୀଷ୍ଟ
ଯୋଗ୍ୟତା– ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ ଏବଂ ଉପରୋକ୍ତ ପଦବୀରେ କାର୍ଯ୍ୟରତ ଡାକ୍ତରମାନେ ଆବେଦନ କରିପାରିବେ।

ଦରମା– ମାସିକ/ଦିନ ହିସାବରେ ଦରମା ଦିଆଯିବ।

ଆବେଦନ ପ୍ରକ୍ରିୟା– ଯୋଗ୍ୟ ପ୍ରାର୍ଥୀମାନେ ନିଜର ବାୟୋଡାଟା ଇ-ମେଲ୍ କରି ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ ନିମ୍ନଲିଖିତ ଇ ମେଲ୍ ତଥା ଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।

ଇ-ମେଲ୍- dmfsundergarh@gmail.com

ଫୋନ ନମ୍ବର- 06622273846

Source: www.chakiri.plus

Comment