ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ୧୪ ଜିଲ୍ଲାକୁ ବ୍ୟାପିସାରିଛି କରୋନା ଭାଇରସ। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୁଧବାର ସୁଦ୍ଧା ୧୨୨ରେ ପହଞ୍ଚିଛି। ନୂଆକରି ଦେବଗଡ଼, କେଉଁଝର ଓ ଝାରସୁଗୁଡ଼ା ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ?
- ଖୋର୍ଦ୍ଧା – ୪୭ ଆକ୍ରାନ୍ତ, ୨୬ ସୁସ୍ଥ , ଜଣେ ମୃତ
- ଯାଜପୁର – ୧୯ ଆକ୍ରାନ୍ତ , ୧ ସୁସ୍ଥ
- ଭଦ୍ରକ – ୧୯ ଆକ୍ରାନ୍ତ , ୨ ସୁସ୍ଥ
- ବାଲେଶ୍ୱର- ୧୬ ଆକ୍ରାନ୍ତ
- ସୁନ୍ଦରଗଡ଼- ୧୦ ଆକ୍ରାନ୍ତ, ୩ ସୁସ୍ଥ
- କେନ୍ଦ୍ରାପଡ଼ା – ୨ ଆକ୍ରାନ୍ତ,୧ ସୁସ୍ଥ
- କୋରାପୁଟ – ୧ ଆକ୍ରାନ୍ତ
- କେଉଁଝର – ୧ ଆକ୍ରାନ୍ତ
- ଦେବଗଡ଼ – ୧ ଆକ୍ରାନ୍ତ
- ଝାରସୁଗୁଡ଼ା – ୧ ଆକ୍ରାନ୍ତ
- କଳାହାଣ୍ଡି – ୨ ଆକ୍ରାନ୍ତ, ୨ ସୁସ୍ଥ
- କଟକ – ୧ ଆକ୍ରାନ୍ତ, ୧ ସୁସ୍ଥ
- ଢେଙାନାଳ – ୧ ଆକ୍ରାନ୍ତ, ୧ ସୁସ୍ଥ
- ପୁରୀ – ୧ ଆକ୍ରାନ୍ତ, ୧ ସୁସ୍ଥ
ମୋଟ ଆକ୍ରାନ୍ତ – ୧୨୨ ,ସୁସ୍ଥ – ୩୮, ସକ୍ରିୟ – ୮୩


















