ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶନିବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କରୋନାର ସ୍ଥିତି?

ଓଡ଼ିଶାରେ କରୋନା

  • ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୫୭କୁ ବୃଦ୍ଧି।
  • ଯାଜପୁର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା।
  • ବର୍ତ୍ତମାନ କେବଳ ଯାଜପୁରରେ ୪୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୬,୮୯୩ ନମୁନା ପରୀକ୍ଷା ହୋଇଛି।
  • ଭୁବନେଶ୍ୱରରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ।
  • ଓଡ଼ିଶାରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦।

ଦେଶରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୯,୭୬,୩୬୩ ନମୁନା ପରୀକ୍ଷା।
  • ଦେଶରେ ଏବେ ସୁଦ୍ଧା ୩୭,୩୩୬ କରୋନା ପଜିଟିଭ୍।
  • ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୯୯୫୦ ଜଣ ଆକ୍ରାନ୍ତ।
  • ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨୧୮କୁ ବୃଦ୍ଧି।
  • ଦେଶରେ ଏବେ ୨୬,୬୧୭ ସକ୍ରିୟ କରୋନା ଆକ୍ରାନ୍ତ।

ବିଶ୍ୱରେ କରୋନା

  • ବିଶ୍ୱର ୨୧୨ଟି ଦେଶ ଓ ୨ଟି ଜାହାଜ କରୋନା ଆକ୍ରାନ୍ତ।
  • ଗୋଟିଏ ଦିନରେ ବିଶ୍ୱରେ ୯୫,୨୧୩ ଆକ୍ରାନ୍ତ ବୃଦ୍ଧି।
  • ଏବେ ସାରା ବିଶ୍ୱରେ ୩୪,୧୫,୨୩୭ କରୋନା ପଜିଟିଭ୍।
  • ବିଶ୍ୱରେ ୨,୩୯, ୮୨୩କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁସଂଖ୍ୟା

Comment