ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏବେ ୧୦୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ, ରାଜ୍ୟର କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ?

  • ଯାଜପୁର – ୫୨ ଆକ୍ରାନ୍ତ, ୧ ସୁସ୍ଥ
  • ଖୋର୍ଦ୍ଧା – ୪୭ ଆକ୍ରାନ୍ତ, ୩୧ ସୁସ୍ଥ, ୧ ମୃତ
  • ଭଦ୍ରକ –  ୨୧ ଆକ୍ରାନ୍ତ, ୧୨ ସୁସ୍ଥ
  • ବାଲେଶ୍ୱର – ୨୧ ଆକ୍ରାନ୍ତ, ୪ ସୁସ୍ଥ
  • ସୁନ୍ଦରଗଡ଼ – ୧୧ ଆକ୍ରାନ୍ତ, ୫ ସୁସ୍ଥ
  • କେନ୍ଦ୍ରାପଡ଼ା – ୨ ଆକ୍ରାନ୍ତ, ୨ ସୁସ୍ଥ
  • କଳାହାଣ୍ଡି – ୨ ଆକ୍ରାନ୍ତ, ୨ ସୁସ୍ଥ
  • କଟକ – ୧ ଆକ୍ରାନ୍ତ, ୧ ସୁସ୍ଥ
  • ଢେଙ୍କାନାଳ – ୧ ଆକ୍ରାନ୍ତ, ୧ ସୁସ୍ଥ
  • ପୁରୀ – ୧ ଆକ୍ରାନ୍ତ, ୧ ସୁସ୍ଥ
  • କୋରାପୁଟ- ୧ ଆକ୍ରାନ୍ତ
  • କେନ୍ଦୁଝର – ୨ ଆକ୍ରାନ୍ତ
  • ଦେବଗଡ଼ – ୧ ଆକ୍ରାନ୍ତ
  • ଝାରସୁଗୁଡ଼ା – ୨ ଆକ୍ରାନ୍ତ
  • ବଲାଙ୍ଗିର – ୨ ଆକ୍ରାନ୍ତ
  • ଗଞ୍ଜାମ – ୨ ଆକ୍ରାନ୍ତ

Comment