ଓଡ଼ିଶାଲାଇଭ୍ ବ୍ୟୁରୋ

western coalfields ltd

ଓ୍ୱେଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍ ଅଧୀନରେ ଗ୍ରାଜୁଏଟ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀରେ ଯଥାକ୍ରମେ ୧୦୧ ଏବଂ ୨୦୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମେ ୧୯ ତାରିଖ ଯାଏଁ ଚାଲୁ ରହିବ ଆବେଦନ ପ୍ରକ୍ରିୟା।

ଯୋଗ୍ୟତା:

  • ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍- ମାଇନିଂ ଇଞ୍ଜିନିୟରିଂରେ ବି.ଇ/ବି.ଟେକ୍/ଏ.ଏମ୍.ଆଇ.ଇ ଡିଗ୍ରୀ ହାସଲ କରିଥିବେ।
  • ଟେକ୍ନିସିଆନ ଆପ୍ରେଣ୍ଟିସ୍- ମାଇନିଂ/ମାଇନିଂ ଆଣ୍ଡ୍ ମାଇନ୍ ସର୍ଭେଇଂରେ ଡିପ୍ଲୋମା କରିଥିବେ।

ଷ୍ଟାଇପେନ୍:

  • ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍– ୯୦୦୦ ଟଙ୍କା ମାସିକ
  • ଟେକ୍ନିସିଆନ ଆପ୍ରେଣ୍ଟିସ୍– ୮୦୦୦ ଟଙ୍କା ମାସିକ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନାସନାଲ୍ ଆପ୍ରେଣ୍ଟେସସିପ୍ ଟ୍ରେନିଂ ସ୍କିମ୍ ଓ୍ୱେବପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବା ପରେ ଅନଲାଇନ ଆବେଦନ କରିପାରିବେ।

ଅଧିକ ତଥ୍ୟ ଜାଣିବା ପାଇଁ westerncoal.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment