ଓଡ଼ିଶାଲାଇଭ୍ ବ୍ୟୁରୋ

walk in

ନୂଆପଡ଼ା ଜିଲ୍ଲା ଅଧୀନରେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୩୦ରେ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରର୍ଭ୍ୟୁ।

ଯୋଗ୍ୟତା- କେବଳ ଅବସରପ୍ରାପ୍ତ ଫାର୍ମାସିଷ୍ଟମାନେ ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଇଣ୍ଟରଭ୍ୟୁ ସମୟ- ମେ ୩୦ ସକାଳ ୭ରୁ ୧ଟା

ଇଣ୍ଟରଭ୍ୟୁ ସ୍ଥାନ-ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ୍ ପବ୍ଲିକ୍ ହେଲ୍ଥ୍ ଅଫିସର, ନୂଆପଡ଼ା

 

ଇଣ୍ଟରଭ୍ୟୁ ପାଇଁ ଆବଶ୍ୟକୀୟ ସାର୍ଟିଫିକେଟ୍-

  • ପରିଚୟ ପ୍ରମାଣପତ୍ର
  • ସୁପରନୁଏସନ୍ ଅର୍ଡର କପି
  • ଶେଷ ଦେୟ ପ୍ରମାଣପତ୍ର (ଲାଷ୍ଟ ପେ ସାର୍ଟିଫିକେଟ୍) ର କପି
  • ନୋ କେସ୍ ପେଣ୍ଡିଂ – ସାର୍ଟିଫିକେଟ୍
  • ସମସ୍ତ ଡକ୍ୟୁମେଣ୍ଟର ଫଟୋକପି
  • ପାସପୋର୍ଟ ସାଇଜ୍ ଫଟୋକପି ଇତ୍ୟାଦି

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ nuapada.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment