ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସୋମବାର ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ଘଟିଛି।

ଆଜି ମୃତ୍ୟୁ ଘଟିଥିବା ୬ ଜଣଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୫ ଜଣ ୭୦, ୪୦, ୪୨, ୫୪ ଓ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ଗଜପତିରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।CGU new

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୬୭୩ ନୂଆ ପଜିଟିଭ କେସ୍‌ ଆସିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୧୧୦କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୧୨, ୪୫୨ ସୁସ୍ଥ ହୋଇଥିଲା ବେଳେ ଏବେ ସୁଦ୍ଧା ୫୫୩୩ ଆକ୍ଟିଭ କେସ୍‌ ରହିଛି।

Comment