ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ସଦର ପୋଲିସ ୧ ହଜାର କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜୟପୁର୍ କୋରାପୁଟ ଘାଟିରେ ଥିବା ଏକ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଗଞ୍ଜେଇ ଜବତ ହୋଇଛି।

ଏକ ଟ୍ରକ୍ରେ ଗୋଞ୍ଜାଇ ଲୋଡ଼ିଂ ହୋଇଥିବା ବେଳେ ସଦର ପୋଲିସ ଚଡାଉ କରିଥିଲା। ଏହି ମାମଲାରେ ୨ ଜଣ ସ୍ଥାନୀୟ ଅଞ୍ଚଳର ଯୁବକ, ୨ ଜଣ ବିହାର ଅଞ୍ଚଳର ଯୁବକ ଗିରଫ ହୋଇଥିବା ଜଣାପଡିଛି। CGU new

ଏସଡିପିଓ ବରୁଣ ଗୁଣ୍ଠୁପାଲି ଏନେଇ ସୂଚନା ଦେଇଛନ୍ତି। ଗିରଫ୪ ଜଣଙ୍କଠାରୁ ୫ଟି ମୋବାଇଲ ୨୩୦୦ ଟଙ୍କା ଜବତ କରିଆଯାଇଥିବା ବେଳେ ପଶ୍ଚିମବଙ୍ଗ ର ଏକ ଟ୍ରକକୁ ଜବତ କରିଛି ସଦର ପୋଲିସ। ଗଞ୍ଜେଇ ରାଇପୁରକୁ ଚୋରାଚାଲାନ ହେଉଥିଲା।

Comment