ଓଡ଼ିଶାଲାଇଭ୍ ବ୍ୟୁରୋ

gajapati ADM karunakar Raika

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ ଘଟିଛି। ଆଜି ସକାଳୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ସେ ପ୍ରାଣ ତ୍ୟାଗ କରିଛନ୍ତି।

ଗତ ମାର୍ଚ୍ଚ ମାସରେ ସେ ଗଜପତି ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହ ସେ ଜିଲ୍ଲା କୋଭିଡ୍ କେୟାର ସେଣ୍ଟର ଓ ହସ୍ପିଟାଲରଲ ପରିଚାଳନା ଦାୟିତ୍ୱ ମଧ୍ୟ ବହନ କରୁଥିଲେ।

CGU new

ତେବେ ତାଙ୍କ ମୃତ୍ୟୁର ସଠିକ କାରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Comment