ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ସୁରେଶ ରାଇନା। ଧୋନୀଙ୍କ ଅବସର ଘୋଷଣା କରିବାର ଅଧ ଘଣ୍ଟା ପରେ ଶନିବାର ସନ୍ଧ୍ୟାରେ ସେ ନିଜର ଅବସର ଘୋଷଣା କରିଛନ୍ତି।BGU

ଅବସର ପରେ ଅଗଣିତ କ୍ରିକେଟ ପ୍ରେମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଇନା ତାଙ୍କ କ୍ୟାରିୟର ଭିରେ ଅନେକ ରେକର୍ଡ କରିଛନ୍ତି। ୨୦୧୧ ବିଶ୍ୱକପ୍‌ ବିଜୟୀ ଟିମ୍‌ ଇଣ୍ଡିଆରେ ବି ସାମିଲ ଥିଲେ ରାଇନା।

ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ, ୭୮ଟି ଟ- ୨୦ ମ୍ୟାଚ ଖେଳିଛନ୍ତି। ଏଥସହିତ ଟିମ୍‌ ଇଣ୍ଡିଆର ଜଣେ ଦକ୍ଷ ଫିଲ୍ଡର ଭାବେ ସେ ଅନେକ ଚର୍ଚ୍ଚା ସାଉଣ୍ଟିଥିଲେ।

Comment