ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ରାଜ୍ୟରୁ ଆଜି ୨୨୪୪ ନୂଆ ପଜିଟିଭ୍
- ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ସଂକ୍ରମିତ
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି
ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୨୪୪ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୬୨ ହଜାର ଟପିଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଆଜି କ୍ୱାରେଣ୍ଟାଇନରୁ ୧୩୯୦ ଓ ୮୫୪ ଲୋକାଲ୍ କେସ ସାମନାକୁ ଆସିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
6. Boudh: 49
7. Cuttack: 194
8. Dhenkanal: 18
9. Gajapati: 6
10. Ganjam: 243
11. Jagatsinghpur: 16
12. Jajpur: 98
13. Jharsuguda: 12
14. Kalahandi: 67
15. Kandhamal: 121
16. Kendrapada: 27
17. Keonjhar: 13
18. Khurda: 311
19. Koraput: 94
20. Malkangiri: 98
21. Mayurbhanj: 91— I & PR Department, Odisha (@IPR_Odisha) August 17, 2020
22. Nawarangpur: 21
23. Nayagarh: 13
24. Nuapada: 9
25. Puri: 68
26. Rayagada: 160
27. Sambalpur: 35
28. Sonepur: 11
29. Sundargarh: 136New Recoveries: 1550
Cumulative Tested: 958929
Positive: 62294
Recovered: 42276
Active Cases: 19612— I & PR Department, Odisha (@IPR_Odisha) August 17, 2020
ଏହା ପଛକୁ ଗଞ୍ଜାମରୁ ୨୪୩ ,ବାଲେଶ୍ୱରରୁ ୧୪୨, ଭଦ୍ରକରୁ ୧୦୪, କଟକରୁ ୧୯୪, କନ୍ଧମାଳରୁ ୧୨୧, ରାୟଗଡ଼ାରୁ ୧୬୦ ଓ ସୁନ୍ଦରଗଡ଼ରୁ ୧୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଅନେକ ସଂଖ୍ୟାରେ ପଜିଟିଭ୍ ସାମନାକୁ ଆସିଛି।
ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨,୨୭୬ ସୁସ୍ଥ ହୋଇଥିବାବେଳେ ଏବେ ବି ୧୯,୬୧୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।


















