ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରୁ ଆଜି ୨୮୧୯ ନୂଆ ସଂକ୍ରମିତ ଚିହ୍ନଟ
- ୧୬୯୧ କ୍ୱାରେଣ୍ଟାଇନରୁ ଚିହ୍ନଟ,୧୧୨୮ ଜଣ ଲୋକାଲ୍ କେସ୍
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫,୫୩୭କୁ ବୃଦ୍ଧି
ଅଗଷ୍ଟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୮୧୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୭୫ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ଲୋକାଲ୍ କେସ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି। ଗତ କିଛିଦିନର ଟ୍ରେଣ୍ଡ ଅନୁଯାୟୀ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୧୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୫୬, ବୌଦ୍ଧରୁ ୭, କଟକରୁ ୨୫୭, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଞ୍ଜାମରୁ ୧୯୨, ଜଗତସିଂହପୁରରୁ ୪୮, ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୭, କୋରାପୁଟରୁ ୮୧, ମାଲାକାନଗିରିରୁ ୮୩, ମୟୂରଭଞ୍ଜରୁ ୨୧୯, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୧, ପୁରୀରୁ ୧୦୯, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ସୋନପୁରରୁ ୧୪ ଓ ସୁନ୍ଦରଗଡ଼ରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫,୫୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୦,୫୦୩ ସୁସ୍ଥ ହୋଇଥିବାବେଳେ ଏବେ ବି ୨୪,୫୮୨ ଜଣ ସକ୍ରିୟ ଅଛନ୍ତି।
Covid-19 Report For 21st August
New Positive Cases: 2819
In quarantine: 1691
Local contacts: 1128(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 105
3. Bargarh: 136
4. Bhadrak: 77
5. Balangir: 56— I & PR Department, Odisha (@IPR_Odisha) August 22, 2020
6. Boudh: 6
7. Cuttack: 257
8. Dhenkanal: 100
9. Gajapati: 62
10. Ganjam: 192
11. Jagatsinghpur: 48
12. Jajpur: 120
13. Jharsuguda: 63
14. Kalahandi: 55
15. Kandhamal: 44
16. Kendrapada: 62
17. Keonjhar: 7
18. Khurda: 443
19. Koraput: 81
20. Malkangiri: 83
21. Mayurbhanj: 219— I & PR Department, Odisha (@IPR_Odisha) August 22, 2020
22. Nawarangpur: 43
23. Nayagarh: 64
24. Nuapada: 1
25. Puri: 109
26. Rayagada: 147
27. Sambalpur: 145
28. Sonepur: 14
29. Sundargarh: 57New Recoveries: 1927
Cumulative Tested: 1233805
Positive: 75537
Recovered: 50503
Active Cases: 24582— I & PR Department, Odisha (@IPR_Odisha) August 22, 2020


















