ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୧ରୁ ୬ ତାରିଖ ଯାଏଁ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।BGU

ସୋମବାର ଦିନ ୧୨ଟା ୩୦ରେ  ବ୍ରହ୍ମପୁର ଆଇଟିଆଇରୁ ଭୁବନେଶ୍ୱରକୁ ଛାଡ଼ିବ ବସ୍‌। ଏହାର ସୁବିଧା ନେବାକୁ ଚାହୁଁଥିବା ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଆଜି ସନ୍ଧ୍ୟା ୮ଟା ସୁଦ୍ଧା ଫୋନ୍‌ କରିପାରିବେ।

ନୋଡାଲ ଅଫିସରଙ୍କ ଫୋନ ନମ୍ବର ହେଲା – ୦୯୪୩୮୨୯୩୯୦୯।

Comment