ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୬୧ ଚିହ୍ନଟ ହୋଇଥିଲା ବେଳେ ୧୦୪୧ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୫୩୬କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।
Covid-19 Report For 30th August
New Positives Cases: 2602
In quarantine: 1561
Local contacts: 1041(Details of local contacts will be shared by concerned District Administration)
District Wise Cases
1. Angul: 14
2. Balasore: 103
3. Bargarh: 82
4. Bhadrak: 47
5. Balangir: 42— I & PR Department, Odisha (@IPR_Odisha) August 31, 2020
କଟକରୁ ସର୍ବାଧିକ ୨୩୬, ଗଞ୍ଜାମରୁ ୧୯୦, କେନ୍ଦ୍ରାପଡ଼ାରୁ ୧୨୮, କୋରାପୁଟରୁ ୧୨୭, ବାଲେଶ୍ୱର, ଯାଜପୁରରୁ ୧୦୩ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି ନୟାଗଡ଼ରୁ ୯୧, କେନ୍ଦୁଝରରୁ ୮୬, ଝାରସୁଗୁଡ଼ାରୁ ୮୫, ଜଗତସିଂହପୁର ଓ ଭଦ୍ରକରୁ ୮୨ ଲେଖାଏଁ, ମାଲକାନଗିରିରୁ ୮୦, ସମ୍ବଲପୁରରୁ ୭୮, ମୟୂରଭଞ୍ଜରରୁ ୭୨, ଢେଙ୍କନାଳରୁ ୬୭, କଳାହାଣ୍ଡିରୁ ୬୩, ରାୟଗଡ଼ାରୁ ୫୪, ଭଦ୍ରକରୁ ୪୭, ପୁରୀରୁ ୪୬, ବଲାଙ୍ଗିରରୁ ୪୨, ସୁବର୍ଣ୍ଣପୁରରୁ ୧୯, ନବରଙ୍ଗପୁରରୁ ୧୮, କନ୍ଧାମାଳରୁ ୧୭, ନୂଆପଡ଼ାରୁ ୧୬, ଅନୁଗୁଳ ୧୪, ବୌଦ୍ଧରୁ ୯, ଗଜପତିରୁ ୭, ଦେବଗଡ଼ରୁ ୩ ଚିହ୍ନଟ ହୋଇଛନ୍ତି।
22. Mayurbhanj: 72
23. Nawarangpur: 18
24. Nayagarh: 91
25. Nuapada: 16
26. Puri: 46
27. Rayagada: 54
28. Sambalpur: 78
29. Sonepur: 21
30. Sundargarh: 19New Recoveries: 2519
Cumulative Tested: 1789433
Positive: 103536
Recovered: 73233
Active Cases: 29758— I & PR Department, Odisha (@IPR_Odisha) August 31, 2020
କରୋନାରୁ ଏବେ ଯାଏଁ ୭୩ ହଜାର, ୨୩୩ ଜଣ ସୁସ୍ଥ ହୋଇଛନ୍ତି। ୨୯, ୭୫୮ ଏବେ ସୁଦ୍ଧା ଆକ୍ଟିଭ କେସ୍ ରହିଛି।


















