ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ସର୍ବାଧିକ ୩୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨,୩୫୯ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍ ୧, ୬୩୭ ରହିଛି।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୩୫୪, ପୁରୀରୁ ୨୯୭, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ଅନୁଗୁଳରୁ ୧୩୮, କେନ୍ଦ୍ରପଡ଼ାରରୁ ୧୩୦, ବଲାଙ୍ଗିରରୁ ୧୨୪, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକରୁ ୧୧୨, ରାୟଗଡ଼ାରୁ ୧୦୫, ନୂଆପଡ଼ାରୁ ୧୦୩, ବରଗଡ଼ରୁ ୯୭ ଚିହ୍ନଟ ହୋଇଛନ୍ତି।
ସେହିପରି କୋରାପୁଟରୁ ୯୩, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୯୧ ଲେଖାଏଁ, ଗଞ୍ଜାମରୁ ୮୯, ସୁନ୍ଦରଗଡ଼ରୁ ୮୮, ଢେଙ୍କନାଳରୁ ୮୭, ଝାରସୁଗୁଡ଼ାରୁ ୭୯, ନୟାଗଡ଼ରୁ ୭୭, କେନ୍ଦୁଝରରୁ ୬୦, କଳାହାଣ୍ଡିରୁ ୫୮, କନ୍ଧାମାଳ ଓ ମାଲକାନଗିରିରୁ ୪୭ ଲେଖାଏଁ, ବୌଦ୍ଧରୁ ୩୯, ଗଜପତିରୁ ୨୫, ଦେବଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।
6. Boudh: 39
7. Cuttack: 354
8. Deogarh: 10
9. Dhenkanal: 87
10. Gajapati: 25
11. Ganjam: 89
12. Jagatsinghpur: 122
13. Jajpur: 119
14. Jharsuguda: 79
15. Kalahandi: 58
16. Kandhamal: 47
17. Kendrapada: 130
18. Keonjhar: 60
19. Khurda: 606
20. Koraput: 93
21. Malkangiri: 47— I & PR Department, Odisha (@IPR_Odisha) September 11, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ରେ ପହଞ୍ଚିଛି। ଏଥିରୁ ୧,୦୮,୦୦୧ ସୁସ୍ଥ ହୋଇଥିଲା ବେଳେ ୩୪,୪୫୮ ଆକ୍ଟିଭ୍ କେସ୍ ରହିଛି।
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020


















