ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ସେପ୍ଟେମ୍ବର ୧୯ରୁ ୟୁଏଇରେ ବିଶ୍ୱର ଏହି ବ୍ୟୟବହୁଳ କ୍ରିକେଟ୍ ଆରମ୍ଭ ହେବ। ଏଥିପାଇଁ ଆଠଟି ଯାକ ଟିମ୍ ଏବେ ଅଭ୍ୟାସ ଚଳାଇଛନ୍ତି।

ତେବେ ଆଇପିଏଲ୍ ଟିମମାନଙ୍କର ଜର୍ସିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। କେଉଁ ଦଳ କିଛି ନୂଆ ରଙ୍ଗ କିମ୍ବା ନୂଆ ଷ୍ଟାଇଲର ଜର୍ସି କରିଛି କି ନାଇଁ ତା ଜାଣିବାକୁ ଫ୍ୟାନମାନେ ଅନେଇ ବସିଥାନ୍ତି। ଚଳିତ ବର୍ଷ ମଧ୍ୟ ଆଇପିଏଲ୍ ଟିମମାନେ ନିଜ ଜର୍ସିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ଆସନ୍ତୁ ଦେଖିବା ଏବର୍ଷ ଆଇପିଏଲ୍ ଟିମମାନଙ୍କର ଜର୍ସି…

ମୁମ୍ବାଇ ଇଣ୍ଡିଆନ୍ସ

କୋଲାକାତା ନାଇଟ୍ ରାଇଡର୍ସ 

ଦିଲ୍ଲୀ କ୍ୟାପିଟାଲ୍ସ 

ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ

ସନରାଇଜର୍ସ ହାଇଦ୍ରାବାଦ 

ରାଜସ୍ଥାନ ରୟାଲ୍ସ

କିଙ୍ଗସ୍ ଏକାଦଶ ପଞ୍ଜାବ

ଚେନ୍ନାଇ ସୁପର କିଙ୍ଗସ୍ 

Comment