ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ଆଉ ୪୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୫୩ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୭୩୬ ଲୋକାଲ କେସ୍ ରହିଛି।
Covid-19 Report For 21st September
New Positive Cases: 4189
In quarantine: 2453
Local contacts: 1736(Details of local contacts will be shared by concerned Dist Administration)
District Wise Cases
1. Angul: 107
2. Balasore: 150
3. Bargarh: 128
4. Bhadrak: 34
5. Balangir: 114— I & PR Department, Odisha (@IPR_Odisha) September 22, 2020
ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨, କଟକରୁ ୫୮୬, ପୁରୀରୁ ୨୬୫, (ଷ୍ଟେଟପୁଲ ୨୪୩), ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭, ମୟୂରଭଞ୍ଜରୁ ୧୭୪, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, କେନ୍ଦ୍ରପଡ଼ାରୁ ୧୨୬ , ବଲାଙ୍ଗିରରୁ ୧୧୪ଜ, ସମ୍ବଲପୁରରୁ ୧୧୩, ଅନୁଗୁଳରୁ ୧୦୭, କଳାହାଣ୍ଡିରୁ ୧୦୫, ଜଗତସିଂହପୁରରୁ ୧୦୪ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ସେହିପରି ସୁବର୍ଣ୍ଣପୁରରୁ ୯୦, ଝାରସୁଗୁଡ଼ାରୁ ୮୪, ନୟାଗଡ଼ରୁ ୮୨, ବୌଦ୍ଧରୁ ୭୭, ନବରଙ୍ଗପୁରରୁ ୭୫, କନ୍ଧାମାଳରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୩, ନୂଆପଡ଼ାରୁ ୫୮, ଢେଙ୍କାନାଳରୁ ୫୪, ଗଞ୍ଜାମରୁ ୩୫, ଭଦ୍ରକରୁ ୩୪, କେନ୍ଦୁଝରରୁ ୩୩, ରାୟଗଡ଼ାରୁ ୨୯, ଦେବଗଡ଼ରୁ ୧୨, ଗଜପତିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ୧ ଲକ୍ଷ ୮୮ ହଜାର ୩୧୧କୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି। କରୋନାରୁ ବର୍ତ୍ତମାନ ସୁଦ୍ଧା ୧, ୪୯, ୩୭୯ ସୁସ୍ଥ ହୋଇଥିଲା ବେଳେ ୩୮ ହଜାର ୧୫୮ ଆକ୍ଟିଭ୍ କେସ୍ ରହିଛି।


















