ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରୁ ଆଜି ଚିହ୍ନଟ ହେଲେ ୩୬୧୫ ନୂଆ ସଂକ୍ରମିତ
- ୨୧୧୮ କ୍ୱାରେଣ୍ଟାଇନରୁ,୧୪୯୭ ଲୋକାଲ୍ କେସ୍
- କରୋନାରେ ପ୍ରାଣ ହରାଇଲେ ୧୭ଜଣ ଆକ୍ରାନ୍ତ
ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୩୬୧୫ ନୂଆ କରୋନା ସଂକ୍ରମିତ। ସେଥିମଧ୍ୟରୁ ୨୧୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୧୪୯୭ ଲୋକାଲ୍ କେସ୍ ବୋଲି ସୂଚନା ମିଳିଛି।
Covid-19 Report For 30th September
New Positive Cases: 3615
In quarantine: 2118
Local contacts: 1497(Details of local contacts will be shared by concerned District Administration)
District Wise Cases
1. Angul: 188
2. Balasore: 96
3. Bargarh: 86
4. Bhadrak: 61
5. Balangir: 81— I & PR Department, Odisha (@IPR_Odisha) October 1, 2020
ଖୋର୍ଦ୍ଧା ଜିଲ୍ଲାରୁ ପୂର୍ବଭଳି ସର୍ବାଧିକ ୬୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ୩୭୧, ଅନୁଗୁଳରୁ ୧୮୮, ଯାଜପୁରରୁ ୧୪୪, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୧୨୩, ପୁରୀରୁ ୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 123
23. Nawarangpur: 57
24. Nayagarh: 64
25. Nuapada: 66
26. Puri: 197
27. Rayagada: 39
28. Sambalpur: 73
29. Sonepur: 70
30. Sundargarh: 73
31. State Pool: 240New Recovery: 4219
Cumulative Tested: 3300644
Positive: 222734
Recovered: 185700
Active Cases: 36122— I & PR Department, Odisha (@IPR_Odisha) October 1, 2020
ରାଜ୍ୟରୁ ଏଯାବତ ମୋଟ ୨,୨୨,୭୩୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧,୮୫,୭୦୦ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୩୬,୧୨୨ ଆକ୍ରାନ୍ତ ସକ୍ରିୟ ଥିବା ନେଇ ରିପୋର୍ଟ ମିଳିଛି।
ଅନ୍ୟପଟେ ଆଜି କରୋନାରେ ପ୍ରାଣ ହରାଇଛନ୍ତି ୧୭ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି।


















