ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ବ୍ରହ୍ମପୁର ସହରରେ ୩୦ଟି ଆଶା ପଦବୀରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଡାକ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ – ଆଶା କର୍ମୀ

ପଦବୀ ସଂଖ୍ୟା – ୩୦

ସ୍ଥାନ – ବ୍ରହ୍ମପୁର ସହରର ବିଭିନ୍ନ ଓ୍ଵାର୍ଡ ଏବଂ ଅଞ୍ଚଳ

ଯୋଗ୍ୟତା

  • ପ୍ରାର୍ଥୀ ଜଣକ ମହିଳା (ବିବାହିତା / ବିଧବା / ସ୍ଵାମୀ ପରିତ୍ୟକ୍ତା) ହୋଇଥିବା ଆବଶ୍ୟକ।
  • ଉକ୍ତ ଅଞ୍ଚଳର ସ୍ଥାୟୀ ବାସିନ୍ଦା କିମ୍ଵା ୬ମାସ ଧରି ସେହି ଅଞ୍ଚଳରେ ରହୁଥିବା ଆବଶ୍ୟକ।
  • ମେଟ୍ରିକ ପାସ୍ କରିଥିବା ଆବଶ୍ୟକ।
  • ଓଡ଼ିଶା ଭାଷା କହିପାରୁଥିବା ଏବଂ ଲେଖିପାରୁଥିବା ଆବଶ୍ୟକ।

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୫ ବର୍ଷ
  • ସର୍ବାଧିକ – ୪୫ ବର୍ଷ

ଆବେଦନ ପାଇଁ ଶେଷ ତାରିଖ – ୨ ନଭେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment