ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ଏବଂ ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୨ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ –

  • ଜୁନିଅର କ୍ଲର୍କ
  • ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ

ପଦବୀ ସଂଖ୍ୟା –

  • ଅଣସଂରକ୍ଷିତ – ୩ଟି
  • ଏସ୍‌ଇବିସି – ୧ଟି
  • ଏସ୍‌ଟି – ୧ଟି
  • ମୋଟ – ୫ଟି

ସ୍ଥାନ – ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ

ବେତନ – ୮,୮୮୦ ଟଙ୍କା(ମାସିକ)

ଆବେଦନ ଫି – ୧୦୦ ଟଙ୍କା(ଏସ୍‌ସି ଏବଂ ଏସ୍‌ଟି ବର୍ଗର ଆବେଦନକାରୀଙ୍କ ପାଇଁ ମାଗଣା)

ଆବେଦନ ପାଇଁ ବୟସ ସୀମା –

  • ସର୍ବନିମ୍ନ – ୧୮ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନର ଶେଷ ତାରିଖ – ୧୨ ମାର୍ଚ୍ଚ, ୨୦୨୧

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା –

  • +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଓଡ଼ିଆ ଜାଣିଥିବା ଆବଶ୍ୟକ।
  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଓଡ଼ିଆ ଭାଷାରେ ମିନିଟ ପ୍ରତି ୨୦ଟି ଏବଂ ଇଂରାଜୀ ଭାଷାରେ ମିନିଟ ପ୍ରତି ୪୦ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ।

ଆବେଦନର ମାଧ୍ୟମ – ଡାକ ଯୋଗେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment