ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଜୋରଦାର୍ ଟକ୍କର। କାହିଁକି ନା ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ।

ଚଳିତ ସିଜିନରେ ଦ୍ଵିତୀୟ ମ୍ୟାଚରେ ଧୋନୀ ବାହିନୀକୁ ହରାଇ ଏକ ଦମ୍‌ଦାର ବିଜୟ ସହ ଖାତା ଖୋଲିଛି ଦିଲ୍ଲୀ। ଅନ୍ୟପଟେ ପ୍ରଥମ ମ୍ୟାଚରୁ ହିଁ ରାଜସ୍ଥାନକୁ ପଞ୍ଜାବଠାରୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଛି। ତେଣୁ ଆଜି ଭଲ ପ୍ରଦର୍ଶନ କରି ବିଜୟ ଅଭିଜାନ ଆରମ୍ଭ କରିବା ପାଇଁ ରାଜସ୍ଥାନ ପ୍ରାଣପଣେ ଚେଷ୍ଟା କରିବ। ତେବେ ଦେଖିବାକୁ ବାକି ରହିଲା କିଏ କାହାକୁ ମାତ୍ ଦେବ।

ଦିଲ୍ଲୀ କ୍ୟାପିଟାଲ୍ସ

ରିଷଭ୍ ପନ୍ତ (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ପୃଥ୍ଵୀ ଶ’, ରିପାଲ ପଟେଲ, ଶିଖର ଧଓ୍ଵନ, ସିସ୍ରୋନ୍ ହେଟମିର, ଷ୍ଟିଭ୍ ସ୍ମିଥ୍, ଅକ୍ଷର ପଟେଲ୍, କ୍ରିସ୍ ଓ୍ଵକ୍ସ, ଲଳିତ ଯାଦବ, ମାର୍କସ୍ ଷ୍ଟୋନିସ୍, ରବିଚନ୍ଦ୍ରନ୍ ଅଶ୍ଵିନୀ, ସାମ୍ ବିଲିଙ୍ଗସ୍, ବିଷ୍ଣୁ ବିନୋଦ, ଅମିତ ମିଶ୍ରା, ଅନରିଚ୍ ନର୍ଟଯେ, ଅବେଶ୍ ଖାନ୍, ଈଶାନ୍ତ ଶର୍ମା, କାଗିସୋ ରାବାଡା, ଲୁକମ୍ୟାନ ମେରିଆଲା, ଏମ ସିଦ୍ଧାର୍ଥ, ପ୍ରବୀଣ ଦୁବେ, ଟମ୍ କୁରାନ୍, ଉମେଶ ଯାଦବ।

ରାଜସ୍ଥାନ ରୟାଲ୍ସ 

ସଞ୍ଜୁ ସାମସନ୍(ଅଧିନାୟକ), ଡେଭିଡ ମିଲର୍, ଲିଆମ୍ ଲିଭିଙ୍ଗଷ୍ଟମ୍, ମନ୍ନନ ଭୋରା, ରିୟାନ ପ୍ରୟାଗ, ୟାସ୍‌ଭି ଜୟସ୍ଵାଲ୍, କ୍ରିସ୍ ମୋରିସ୍, ମହିପାଲ୍ ଲୋମାର୍, ରାହୁଲ ତେଓ୍ଵାଟିଆ, ଶୁଭମ୍ ଦୁବେ, ଶ୍ରେୟାସ୍ ଗୋପାଲ, ଅନୁଜ ରାଓ୍ଵତ୍, ଜସ୍ ବଟ୍ଲର, ଆକାଶ ସିଂହ, ଆଣ୍ଡ୍ରୁ ଟି, ଚେତନ ସକାରିଆ, ଜୟଦେବ ଉନାଡକତ୍, ଜୋଫ୍ରା ଆର୍କର, କାର୍ତ୍ତିକ ତ୍ୟାଗୀ, କେ ସି ଚାରିପା, କୁଲଦୀପ ଯାଦବ, ମୟଙ୍କ ମାର୍କଣ୍ଡେ, ମୁସ୍ତାଫିଜୁର ରେହମାନ୍।

Comment