ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୮୦ ଦଶକରେ ଯେଉଁ କିଛି ଜଣ ଅଭିନେତ୍ରୀଙ୍କୁ ନେଇ ଓଡ଼ିଆ ସିନେମା ଜଗତ ବେଶ ଚଳଚଞ୍ଚଳ ଥିଲା, ସେମାନଙ୍କ ମଧ୍ୟରୁ ଜଣେ ଜୟା ସ୍ୱାମୀ। ନିଜର ନିଖୁଣ ଅଭିନୟ ଓ ଦମଦାର ଡ୍ୟାନ୍ସରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ‘ହାକିମ ବାବୁ’, ‘ଫୁଲ ଚନ୍ଦନ’, ‘ଜାଇଫୁଲ’ରେ ତାଙ୍କୁ ପସନ୍ଦ କରିଥିଲେ ଦର୍ଶକ। ଏବେ କିଛି ଦିନ ସିନେମାରେ ସେ ସକ୍ରିୟ ନଥିଲେ ମଧ୍ୟ ମେଗା ସିରିଏଲରେ ନଜର ଆସୁଛନ୍ତି। ସେମିତି ଜଣେ ବ୍ୟକ୍ତିଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।…

Comment