ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରସଗୋଲା ହେଉ ଅବା ଜଳବାୟୁ ପରିବର୍ତ୍ତନ। ମହିଳା ସଶକ୍ତିକରଣଠୁ ନେଇ ଦକ୍ଷତା ବିକାଶ। କେତେବେଳେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ପ୍ରେମଭରା ଗୀତ ତ ଆଉ କେତେବେଳେ ବିରହ। ଏମିତି ବିଭିନ୍ନ ଗୀତକୁ ଯିଏ ନିଜ ସୁମଧୁର କଣ୍ଠରେ ସଜେଇଛନ୍ତି ସେ ହେଲେ ଗାୟିକା ସୁସ୍ମିତା ଦାସ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ସୁସ୍ମିତା କାହିଁକି ଏତେ ବିଳମ୍ବରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କଲେ? ଆଜି ଯେଉଁ ସଫଳତା ସେ ହାସଲ କରିଛନ୍ତି ତା’ପଛରେ କେଉଁମାନଙ୍କର ଭୂମିକାର ଅଛି?

ଓଡ଼ିଶାଲାଇଭକୁ ଦେଇଥିବା ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଏମିତି ତମାମ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୁସ୍ମିତା ଦାସ। ଏପ୍ରିଲ ୧, ଶୁକ୍ରବାର ଦିନ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚାନେଲରେ ଦେଖନ୍ତୁ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ କାହାଣୀ। ନିଶ୍ଚୟ ଦେଖନ୍ତୁ।

LEAVE A REPLY

Please enter your comment!
Please enter your name here