ଦହିବରା, ଯାହାର ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ି ଆସେ। ଆଉ ଏଇ ଚଟପଟା ଖାଇବା ଟା ଯଦି କଟକର ହୋଇଥାଏ ତାହେଲେ ତ ଆହୁରି ଜମିଲା। ସ୍କୁଲ, କଲେଜ ପଢ଼ୁଆ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଓ ଗୃହିଣୀଙ୍କଠାରୁ ନେଇ ବାଟୋଇଙ୍କ ଯାଏଁ ସମସ୍ତଙ୍କ ଭିତରେ ଦେଖିବାକୁ ମିଳେ ଦହିବରା ପ୍ରତି ଦୁର୍ବଳତା। କଟକର ସେହି ସ୍ବତନ୍ତ୍ର ଦହିବରାକୁ ନେଇ ଓଡ଼ିଶାଲାଇଭର ସ୍ପେଶାଲ ରିପୋର୍ଟ। ଦେଖନ୍ତୁ ଭିଡିଓ…

Comment