ଏସିଡ୍ ଶରୀରକୁ ପୋଡ଼ି ଦିଏ ସିନା, ହେଲେ ଜଣକର ଆତ୍ମବିଶ୍ଵାସକୁ ହୁଏତ ଜାଳିପାରେନା। ଏହାର ଉଦାହରଣ ଓଡ଼ିଶାର ପ୍ରମୋଦିନୀ ରାଉଳ। ଦିନେ ସେ ନିଜେ ଏସିଡ୍ ନିଆଁରେ ଛଟପଟ ହୋଇଥିଲେ। କିନ୍ତୁ ନିଜର ଆତ୍ମବିଶ୍ୱାସ ଯୋଗୁଁ ସେହି କଷ୍ଟରୁ ବାହାରି ଆଜି ଏସିଡ୍ ପୀଡ଼ିତାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ସେ ଲଢ଼େଇ କରୁଛନ୍ତି। ଓଡ଼ିଶାଲାଇଭର ଏହି ସାକ୍ଷାତକାରରେ ଦେଖନ୍ତୁ, ପ୍ରମୋଦିନୀଙ୍କ ଜୀବନ, ଯନ୍ତ୍ରଣା ଏବଂ ସଂଘର୍ଷର କାହାଣୀ।

LEAVE A REPLY

Please enter your comment!
Please enter your name here