ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେବଳ ହସ ନୁହେଁ ବେଳେ ବେଳେ କାନ୍ଦିବା ମଧ୍ୟ ଭଲ। ଦୀର୍ଘ ଦିନ ଧରି ମନ ଭିତରେ ରହିଯାଇଥିବା ଦୁଃଖ ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର କାରଣ ପାଲଟିଯାଏ। ଏହାକୁ ଦୂର କରିବା ପାଇଁ ମନ ଖୋଲି କାନ୍ଦିବା ଜରୁରୀ। ଏହା ଦ୍ଵାରା ମନ ହାଲୁକା ହୁଏ ଏବଂ ମନ ଭିତରେ ରହିଥିବା ଦୁଃଖ କମ୍ ହୁଏ ବୋଲି କୁହନ୍ତି ଡାକ୍ତର ସମ୍ରାଟ କର।

ହସିବା, କାନ୍ଦିବା ଏବଂ ରାଗିବା ଏ ସବୁ ହେଉଛି ମଣିଷର ଭାବନା। ଏହି ଭାବନାକୁ ପରିପ୍ରକାଶ କରିବା ନିହାତି ଜରୁରୀ। କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ। ତେବେ ଏ ସମ୍ପର୍କରେ କ’ଣ କହୁନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟ ଓଡ଼ିଆର ଏହି ଭିଡିଓରେ।

Tags: #HumanEmotions #Happiness #Sadness #Anger #HealthyLife

Comment