କୋଭିଡ୍ ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା କଟକ ବାଲିଯାତ୍ରା ଚଳିତ ବର୍ଷ ପୁଣି ଆରମ୍ଭ ହୋଇଛି। ଏ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘ଲେଜର୍ ଲାଇଟ୍ ସୋ’। ଏଥିରେ ଓଡ଼ିଶାର ସଂସ୍କୃତି ପରମ୍ପରା ଓ ନୌବାଣିଜ୍ୟର ଗାଥା ଦେଖିବାକୁ ମିଳୁଛି। ଫଳରେ ଏହି ସୋ’ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି।

Comment