ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପି ପ୍ରାର୍ଥୀ ରିବାବା ଜାଡେଜା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ନିଜ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଆମ୍ ଆଦମୀ ପାର୍ଟିର କରସନ କର୍ମୁରଙ୍କୁ ପଛରେ ପକାଇଛନ୍ତି

 

ଜାମନଗର ଉତ୍ତର ବିଧାନସଭାରେ ପ୍ରତିଥର ବିଧାୟକ ବଦଳିଥାନ୍ତି କେବେ କଂଗ୍ରେସ କେବେ ବିଜେପି ପ୍ରାର୍ଥୀ ସେଠାରୁ ବିଜୟ ହୋଇଥାନ୍ତି ହେଲେ ଏଥର କଂଗ୍ରେସ ବିଜେପି ସହ କଡ଼ା ଟକ୍କର ଦେଇଥିଲା ଆମ୍ ଆଦମୀ ପାର୍ଟି ସଦ୍ୟ ଫଳାଫଳ ମୁତାବକ ଏଥର ବିଜେପି ଆମ୍ ଆଦମୀ ପାର୍ଟି ମଧ୍ୟରେ ଟକ୍କର ଚାଲିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି

 Tags: #GujaratAssemblyElection2022 #JamnagarSeat #RivavaJadejaLeading #BJP #Congress #AAP 

Comment