ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ପୁରୁଷ ବିଶ୍ଵକପ। ବିଶ୍ଵକପର ପ୍ରଥମ ଦିବସରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ନିଜର ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳି ବିଶ୍ଵକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ।

ଶୁକ୍ରବାର ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ସେ ମ୍ୟାଚ ପାଇଁ ଦଳର ସ୍ଥିତି, କ୍ଷମତା, ମ୍ୟାଚରେ ଦଳର ରଣନୀତି ଏବଂ ଦଳରେ ଥିବା ଖେଳାଳିମାନଙ୍କ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ବିତଙ୍କ ସମୀକ୍ଷା’ରେ ବିଶ୍ଵକପ ସମ୍ବନ୍ଧୀୟ ଏହି ଚର୍ଚ୍ଚା ହୋଇଛି। ଦେଖନ୍ତୁ ଭିଡିଓ

Tags: #HockeyMen’sWorldCup2023 #TeamIndia #IndiaVsSpain #OdishaLive #SambitnkaSamikhya #SambitMohapatra #Hockey

LEAVE A REPLY

Please enter your comment!
Please enter your name here