ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଭାରତ ଓ ସ୍ପେନ ମୁହାଁମୁହିଁ ହେବେ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ ମୁକାବିଲା। ମ୍ୟାଚ ପୂର୍ବରୁ ଭାରତୀୟ ଦଳର ପ୍ରଦର୍ଶନ ଉପରେ ମନ୍ତବ୍ୟ ରଖିଛନ୍ତି ଅଲିମ୍ପିଆନ୍ ଲାଜରୁସ୍ ବାର୍ଲା।

ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ନିଜର ଉତ୍ତମ ପ୍ରଦର୍ଶନ ଦେବାପାଇଁ କହିଛନ୍ତି ଭାରତୀୟ ଦଳର ଏହି ସଫଳ ଡିଫେଣ୍ଡର।ମ୍ୟାଚରେ ଫରୱାର୍ଡ ହେଉ ବା ଡିଫେନ୍ସ ସବୁଥିରେ ଆଧିପତ୍ୟ ରଖିବାକୁ କହିଛନ୍ତି ଲାଜରୁସ୍ ବାର୍ଲା। ସେ ପଡ଼ିଆର ପ୍ରତ୍ୟେକ ଭାଗରେ ଜଗି ରଖି ଖେଳିବାକୁ, ଖେଳାଳିମାନଙ୍କୁ ଉପଦେଶ ଦେଇଛନ୍ତି। ଓଡ଼ିଶାଲାଇଭକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଭଲ କରିବାକୁ ଉତ୍ସାହିତ କରିଛନ୍ତି ଲାଜରୁସ୍। ଦେଖନ୍ତୁ ଭିଡିଓ

Tags: #HockeyMen’sWorldCup2023 #TeamIndia #LazarusBarla #IndiaVsSpain #OdishaLive #Hockey

LEAVE A REPLY

Please enter your comment!
Please enter your name here