ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଙ୍ଗୀତ ଜଗତର ଜଣେ ପରିଚିତ ନାଁ ଋତୁରାଜ ମହାନ୍ତି । ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆଜ୍ ର’ ଷ୍ଟାରରେ ଚମକିଥିବା ଜଣେ ଓଡ଼ିଆ ସିତାରା । ପୁରୀ ଜିଲ୍ଲା ନିମାପଡ଼ାର ଏକ ଛୋଟ ଗାଁରୁ ଯାଇ ବହୁ ସଂଘର୍ଷ ପରେ ବଲିଉଡରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ନିଜର ନିଆରା ସ୍ୱରରେ ଲୋକଙ୍କୁ ଝୁମାଇଥିବା ଜଣାଶୁଣା ଗାୟକ ଋତୁରାଜ ମହାନ୍ତିଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର ।

ଦେଖନ୍ତୁ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ।

Comment