ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବାଚନିକ ଭୋଟରେ କାଟ୍ ଖାଇଛି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ।

ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲେ ମୋଦୀ ସରକାର। ଗୋଟିଏ ପଟେ ମୋଦୀ ସରକାରଙ୍କୁ ଜିତ ହାସଲ ହୋଇଥିବାବେଳେ ଅନାସ୍ଥାରେ ହାରିଯାଇଛନ୍ତି ବିରୋଧୀ।

ଗୁରୁବାର ଦିନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଜୋରଦାର ହୋଇଥିଲା। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତ୍ତି ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Tags: #NoConfidenceMotion #PMModi #ManipurViolenceCase #LokSabha #BJP #VoiceVote #Congress #IndianPolitics

LEAVE A REPLY

Please enter your comment!
Please enter your name here