ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନଙ୍କ ମହାମନ୍ତ୍ରୀ ଅକ୍ରୂର। କିନ୍ତୁ କଂସ ମଥୁରାର ସିଂହାସନରେ ବସିବା ପରେ ପରେ ଅକ୍ରୂରଙ୍କୁ ମହାମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ଅକ୍ରୂର ଥିଲେ କୃଷ୍ଣଙ୍କର ପରମ ଭକ୍ତ। ମଥୁରାରେ ଯେତେବେଳେ ଧନୁଯାତ୍ରା ଆୟୋଜନ କରାଯାଇଥିଲା ସେତେବେଳେ କୃଷ୍ଣ-ବଳରାମଙ୍କୁ ଆଣିବା ପାଇଁ ଅକ୍ରୂରଙ୍କୁ ଗୋପପୁର ପଠାଇଥିଲେ କଂସ।

ବରଗଡ଼ ଧନୁଯାତ୍ରାରେ ଅକ୍ରୂର ଚରିତ୍ରରେ ନିଖୁଣ ଭାବେ ଅଭିନୟ କରି ଆସୁଛନ୍ତି ଜଗନ୍ନାଥ ସାହୁ। ଓଡ଼ିଶାଲାଇଭର ସିରିଜ ‘ବରଗଡ଼ ଧନୁଯାତ୍ରାର ଚରିତ୍ର’ କ୍ରମରେ ଜଗନ୍ନାଥ ସାହୁଙ୍କ ବିଷୟରେ ଜାଣନ୍ତୁ।

Tags: #BargrhDhanuyatra #Dhanuyatra2025 #OdishaCulture #Akrura #BargarhDhanuyatraCharacterSeries

Comment