ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅପରେସନ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଭାରତର କାର୍ଯ୍ୟାନୁଷ୍ଠାନ ପରେ ପ୍ରତିଶୋଧ ପରାୟଣ ହୋଇ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ।
ସାମରିକ ପ୍ରତିଷ୍ଠାନ ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନୀ ସେନା, ଯାହାର କଡ଼ା ଜବାବ ଦେଇଛି ଭାରତ। ଏନେଇ ଦେଶବାସୀଙ୍କୁ ଜଣାଇଛନ୍ତି ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ।
Tags: #OperationSindoor #IndiaStrikesBack #PakistaniAttack #IndianArmedForces


















