ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପୁଣି ଭାରତର ସାଧାରଣ ନାଗରିକ ଓ ସେନା ଠିକଣାକୁ ଟାର୍ଗେଟ କରିଛି ପାକିସ୍ତାନୀ ସେନା। ଜମ୍ମୁ କଶ୍ମୀରରୁ ଗୁଜରାଟ ଯାଏଁ ୨୬ଟି ସ୍ଥାନରେ ମିଶାଇଲ ଓ ଡ୍ରୋନ ଆଟାକ୍ କରିଛି ପାକିସ୍ତାନ।

ଭାରତୀୟ ସେନା ଏସବୁକୁ ନିଷ୍କ୍ରିୟ କରିବା ସହ ପାକିସ୍ତାନୀ ସେନା ଉପରେ ଜବାବୀ ହମଲା କରିଛି। ଏଥିରେ ପାକିସ୍ତାନର ୬ଟି ଏୟାରବେସ୍ ଧ୍ଵଂସ ହୋଇଛି। ଏନେଇ ଦେଶବାସୀଙ୍କୁ ଜଣାଇଛନ୍ତି ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ।

Tags: #OperationSindoor #IndiaStrikesBack #PakistaniAttack #Indianarmedforces

Comment