ଓଡ଼ିଶାଲାଇଭ୍ ବ୍ୟୁରୋ
କମେଡି ଭିଡିଓ ଜରିଆରେ ନିଜର ପରିଚୟ ତିଆରି କରିଛନ୍ତି ଆଶିଷ କୁମାର ଦାସ। ୟୁଟ୍ୟୁବରେ କମେଡି ଭିଡିଓ କରି ବେଶ୍ ଭାଇରାଲ ହୋଇପାରିଛନ୍ତି। ଗୁଲୁଆ ନାଁରେ ସେ ଘରେ ଘରେ ପରିଚିତ।
ଦିନେ ହିରୋ ହେବାକୁ ସ୍ଵପ୍ନ ସଜେଇ ଥିବା ଆଶିଷ ହେଇଗଲେ କମେଡିଆନ ଗୁଲୁଆ। ୟୁଟ୍ୟୁବରେ କମେଡି ଭିଡିଓ କରୁକରୁ ଘରେ ଘରେ ପରିଚିତ ହେଲେ ସେ। ଏବେ ଓଡ଼ିଆ ସିନେମାରେ ତାଙ୍କୁ ଦେଖିବାକୁ ମିଳୁଛି।
ଓଡ଼ିଆ ସିନେମା ‘ଚାରିଧାମ’ରେ ଅଭିନୟ କରିଛନ୍ତି ଗୁଲୁଆ। ଓଡ଼ିଶାଲାଇଭର ସାକ୍ଷାତକାରରେ ନିଜ ସଂଘର୍ଷ ବିଷୟରେ ଅନେକ କଥା କହିଛନ୍ତି ଆଶିଷ କୁମାର ଦାସ। ଦେଖନ୍ତୁ ଭିଡିଓ।
Tags: #MrGulua #Comedy #OdiaComedy #MrGuluaComedy #Ketekatha
















