ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣେ ଜଣାଶୁଣା ଏବଂ ବରିଷ୍ଠ ଅଭିନେତ୍ରୀ ହେଉଛନ୍ତି ନମ୍ରତା ଦାସ। ୫୦ ବର୍ଷ ଧରି ସେ ଅଭିନୟରେ ସକ୍ରିୟ ଅଛନ୍ତି। ପରଦାରେ ବହୁଥର ବିବାହ କରିଛନ୍ତି, ମଥାରେ ସିନ୍ଦୂର ଲଗାଇଛନ୍ତି। କିନ୍ତୁ ବାସ୍ତବ ଜୀବନରେ ସେ କାହା ହାତ ଧରିନାହାନ୍ତି। ଅନେକଙ୍କ ମନରେ ପ୍ରଶ୍ନ ଥାଏ ଯେ ସେ କାହିଁକି ବିବାହ କରିନାହାନ୍ତି? ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର ‘କେତେକଥା’ରେ ନମ୍ରତା ଦାସ ନିଜ ଜୀବନର ସଂଘର୍ଷ, ପରିବାର ପ୍ରତି ସମର୍ପଣ ଏବଂ ବିବାହ ନକରିବା ପଛର ନିଷ୍ପତ୍ତି ବିଷୟରେ କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #NamrataDas #Ollywood  #VeteranActress #LifeStory

Comment